ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାରନୂଆଗାଁ :- ନୟାଗଡ ବନାଞ୍ଚଳ ଅଧିନରେ ଥିବା ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏ ସି ଏଫ୍ ଓ ଅରବିନ୍ଦ ମହାନ୍ତି,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ , ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ,ଫରେଷ୍ଟର ସୁମିତ୍ରା ମିଶ୍ର,ଫରେଷ୍ଟ ଗାର୍ଡ ରଶ୍ମିତା ବେହେରା ,

ମାଳି ସାହି ସରପଞ୍ଚ ପର୍ଶୁରାମ ସ୍ୱାଇଁ,ସମିତି ସଭ୍ୟ ଦୀପକ୍ କୁମାର ପ୍ରଧାନ, ଶ୍ରଦ୍ଧାପ୍ ବେହେରା,ଜଙ୍ଗଲ କମିଟି ସଭାପତି ଅଭୟ କୁମାର ପ୍ରଧାନ,ଗ୍ରାମ ସଭାପତି ପ୍ରମୋଦ କୁମାର ପ୍ରଧାନ ଏବଂ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
 

Exit mobile version