ପୁରୀ ରେ ଲାଗିଲା ୧୪୪ ଧାରା : ରଥଯାତ୍ରା କୁ ଘର ଛାତ ଉପରୁ ଦେଖିପାରିବେନି ଭକ୍ତ

ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ପୁରୀ :- ପୁରୀରେ ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ ଆହୁରି କହିଛନ୍ତି, ବଡ଼ଦାଣ୍ଡରେ ଥିବା ହୋଟେ ଓ ଲଜ୍ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ।
Related Content
ଗାଈ ଛେଳି ଚରାଉଥିବା ବେଳେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ମୃତଦେହ ରଖି ରାସ୍ତା ଅବରୋଧ, କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ
by
Proprietor Abhimanyu Maharana
November 10, 2026
ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା, ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ
by
Proprietor Abhimanyu Maharana
November 10, 2026
ବାତ୍ୟାରେ ଛାରଖାର ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ : ଆଶ୍ରୟ ସ୍ଥଳୀରେ ଖାଦ୍ୟ ସାମଗ୍ରୀ ସହ କମ୍ବଳ ଓ ବସ୍ତ୍ର ବଣ୍ଟନ - ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି ସମୀକ୍ଷା
by
Proprietor Abhimanyu Maharana
November 10, 2026
ଭାରତ ସ୍କାଉଟ୍, ଗାଇଡ୍ପ୍ର ପ୍ରତିଷ୍ଠା ଦିବସ ଓ ତାଲିମ କର୍ମଶାଳା
by
Proprietor Abhimanyu Maharana
November 10, 2026
ରାଜସୁନାଖଳାରେ ଶ୍ୟମାକାଳୀପୂଜା ଉତ୍ସବ ପାଳିତ
by
Proprietor Abhimanyu Maharana
November 10, 2026
ଅସାମାଜିକ ଦୃବୁତ୍ତଙ୍କ ଦ୍ୱାରା ପୋଖରୀରେ ବିଷ ପ୍ରୟୋଗ : ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ, ଚାଷୀ ହତାଶ
by
Proprietor Abhimanyu Maharana
November 10, 2026