ନୟାଗଡ଼ ରୋଟାରି କ୍ଲବର ୩୨ ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ନୟାଗଡ଼ :- ନୟାଗଡ଼ ରୋଟାରି କ୍ଲବର ୩୨ ତମ ଅଧିଷ୍ଠାନ ଉତ୍ସବ ସଭାପତି ରୋଟାରୀଆନ ନିରୁପମା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ, ଧୀରେନ୍ଦ୍ର ପଟନାୟକ, ମିହିର ନାୟକ ଯଥାକ୍ରମେ ନୂତନ ସଭାପତି, ସମ୍ପାଦକ ହୋଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ସମାଜସେବୀ ତଥା ରୋଟାରୀଆନ

ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା, ଆଗାମୀ ବର୍ଷର ସଭାପତି ପ୍ରବୀର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ, ମୁଖ୍ୟ ଅତିଥିଭାବେ ମୁନିସିପାଲିଟି ଅଧିକାରୀ ସନ୍ତୋଷ କୁମାର ଯେନାଙ୍କ ସମେତ ସହଧର୍ମିଣୀ ଯୋଗ ଦେଇଥିଲେ (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version