ମନିଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) ବରଗଡ଼ :- ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇ ଏ ଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଏହି କ୍ରମରେ ରାଜ୍ୟ ଜିଏ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରେ ୨୦୧୩ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇ ଏ ଏସ ଅଧିକାରୀ ମନିଷା ବାନାର୍ଜୀ ଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବର୍ତ୍ତମାନ ସେ ସୋନପୁର ଜିଲ୍ଲାପାଳ ଭାବେ କିର୍ଯ୍ୟରତ ଅଛନ୍ତି ।

Exit mobile version