ଦଶପଲ୍ଲା ବିଧାୟକ ଙ୍କ ପିତୃବିୟୋଗ ,ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଜନସାଧାରଣ

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) ଦଶପଲ୍ଲା :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପିତା ସୋମନାଥ ବେହେରାଙ୍କ ପରଲୋକ ଘଟିଛି।୯୨ ବର୍ଷ ବୟସରେ ପଦାର୍ପଣ କରିଥିବା ବିଧାୟକ ଙ୍କ ପିତା ସ୍ବର୍ଗତ ସୋମନାଥ ବେହେରା ଜଣେ ନମ୍ର,ସଚ୍ଚୋଟ,ପରୋପକାରୀ ଏବଂ ,ଦୟାଳୁ ବ୍ୟକ୍ତି ଥିଲେ । ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତିି ଜନସାଧାରଣ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version