ସୁବର୍ଣ୍ଣପୁର ସେତୁ ନିକଟରୁ ୪ପେଟି ବିଦେଶୀ ମଦ ଜବତ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :-  ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ ନିକଟରେ ଆଜି ଶିମିଳିପୁର ଗ୍ରାମର ସଚିତ୍ର ସ୍ୱାଇଁଙ୍କ ଠାରୁ ୪ପେଟି ବିଦେଶୀ ମଦ (୩୪)ଲିଟର ସୁବର୍ଣ୍ଣପୁର ଫାଣ୍ଡି ଜବତ କରିଛି । ଜବତ ମଦର ମୂଲ୍ୟ ୩୫ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି ବୋଲି ବାଙ୍କୀ ଥାନା ଅଇ.ଆଇ.ସି ସୌମେନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି ।      ରିପୋର୍ଟ ଗୌତମ ମିଶ୍ର

Exit mobile version