ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଓପେପା ପିଡି ଭାବେ ବଦଳି

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ପାରଳାଖେମୁଣ୍ଡି :- ରାଜ୍ଯ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥବା ବିଜ୍ଞପ୍ତି ଅନୁଯାୟୀ ଗଜପତି ଜିଲ୍ଲପାଳ ଅନୁପମ ଶାହାଙ୍କୁ ଓ ପିଡି ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଏହା ସହ ଶ୍ରୀ ଶାହା “ମୋ ସ୍କୁଲ”ସଦସ୍ୟ ଭାବ ଦାୟିତ୍ୱରେ ରହିବେ l ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ଶାହାଙ୍କ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଏସପିଡି ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲପାଳ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି l  (ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version