ନୟାଗଡ ଜିଲ୍ଲା ବିଜୁ ଜନତା ଦଳର ନବନିଯୁକ୍ତ ପର୍ଯ୍ୟବେକ୍ଷକ – ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ଦେବୀ ପ୍ରସାଦ ମିଶ୍ର

ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର)  ନୟାଗଡ଼,ରିପୋର୍ଟ ଅଭିମନ୍ୟୁ :- ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିଷ୍ପତ୍ତି କ୍ରମେ ନୟାଗଡ ଜିଲ୍ଲା ବିଜୁ ଜନତା ଦଳର ନବନିଯୁକ୍ତ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଏବଂ ବରିଷ୍ଠ ପର୍ଯ୍ୟବେକ୍ଷକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Exit mobile version