ସ୍ବେଚ୍ଛାସେବୀ ସଂଗଠନ ସିସିଡି ଆନୁକୂଲ୍ୟରେ ୟୁନାଇଟେଡ ୱେ ସଂଗଠନ ଦ୍ଵାରା ୧୦୦ଟି ଅକ୍ସି ଜେନ୍ ସିଲିଣ୍ଡର ଜିଲ୍ଲା ପ୍ରଶାସନ କୁ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍‌ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସିସିଡ଼ି ଆନୁକୁଲ୍ୟରେ ୟୁନାଇଟେଡ଼ ୱେ ନାମକ ଏକ ସ୍ବେଛସେବୀ ସଙ୍ଗଠନ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଠାରେ କୋଭିଡ -୧୯ କରନା ଆକ୍ରାନ୍ତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା
ପାଇଁ

ଆଜି ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ସେ ସାଙ୍ଗରେ ଧରି ଆସିଥିବା ୧୦୦ ଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସି.ସି.ଡ଼ି ସ୍ୱେଚ୍ଛାସେବୀ ସଂଗଠନ ର ସଂପାଦକ ଏ.ଜଗନ୍ନାଥ ରାଜୁ, ସି ଡି ଏମ , ପ୍ରଦୀପ ପାତ୍ର ଡିସିପିଓ ଅରୁଣ କୁମାର ତ୍ରିପାଠୀ ଓ ଡିଆଇପିଆରଓ ପ୍ରଭାକରତ୍ରୀପାଠୀପ୍ରମୁଖ ଉପସ୍ଥିତ ଥିଲେ(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version