ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ପଳାସୁଣୀ 27.3.2020 :- ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି । ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି । ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି । ଏପରି ସମୟରେ ପେଟ ପାଇଁ ସଂଘର୍ଷ ଏବେ ପ୍ରତିଦିନ ପ୍ରତି ଘରେ ଚାଲିଛି । ଏହାକୁ ନଜରରେ ରଖି ଭୁବନେଶ୍ବରର ପଳାସୁଣୀ ସ୍ଥିତ ବାସିନ୍ଦା ଜିତୁ ଜେନା ବଡ଼ ପଦକ୍ଷେପ ନେଇଛନ୍ତି । ଶ୍ରୀ ଜେନାଙ୍କ ଘରେ ୧୦ଜଣ ଭଡାଟିଆଙ୍କୁ ଭଡ଼ା ରହୁଥିବା ଅନ୍ତେବାସୀଙ୍କୁ ୧ ମାସର ଘରଭଡ଼ା ଛାଡ଼ କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ଏଭଳି ସମୟରେ ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ । ଆଉ ମହାମାରୀ କରୋନାର ମୁକାବିଲା କରନ୍ତୁ । ଶ୍ରୀଜେନାଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟବାସୀ ବେଶ୍ ପ୍ରଶଂସା କରିଛନ୍ତି ।
କରୋନା ମୁକାବିଲା ପାଇଁ ଏକ ଭିନ୍ନ ପ୍ରୟାସ : ପଳାସୁଣୀର ଜିତୁ ଜେନା ଘରଭଡ଼ା ଛାଡ଼ କଲେ ୧ ମାସର

- Categories: Uncategorized, ଓଡ଼ିଶା, ହୋମ୍
Related Content
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ - ଅନୁଷ୍ଠିତ
by
Proprietor Abhimanyu Maharana
May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ - ପୁଲିସର ଛାନଭିନ
by
Proprietor Abhimanyu Maharana
May 5, 2026
ହାଇଟେକ୍ର ଆଲାଏଡ୍ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ - ଡକ୍ଟର ତିରୁପତି ପାଣିଗ୍ରାହୀ
by
Proprietor Abhimanyu Maharana
May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ - ମୁଁ ଇସ୍ତଫା ଦେବି ନାହିଁ - ଦିଦି
by
Proprietor Abhimanyu Maharana
May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? - ମହାସଂଘ
by
Proprietor Abhimanyu Maharana
May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା - ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 5, 2026