ରାୟଗଡରେ ଆଶା ଓ ଅଙ୍ଗନବାଡି ଦିଦିଙ୍କ କରୋନା ସଚେତନତା ବାର୍ତା

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର )ରାୟଗଡ (ଗଜପତି ):- ରାୟଗଡରେ ଆଶା ଓ ଅଙ୍ଗନବାଡି ଦିଦି ମାନେ କରୋନା ସଚେତନତା ବାର୍ତା ଦେଇ ରାୟଗଡ ମେଡିକାଲ ଠାରୁ ଶିବ ମନ୍ଦିର ଯାଏ ପରିକ୍ରମା କରି କରୋନା ଟୀକା ସମସ୍ତେ ନେବା ପାଇଁ ନିବେଦନ କରିବା ସହ

କରୋନା ସମ୍ୱନ୍ଦୀୟ ବିଭିନ୍ନ ବାର୍ତାକୁ ଡାକବାଜି ଯନ୍ତ୍ର ରେ ସଚେତନତା କରିଛନ୍ତି l ରାଲିରେ ରାୟଗଡର ଆଶା ଦିଦି ମାନେ ଓ ଅଙ୍ଗନବାଡି ଦିଦି ମାନେ ଯୋଗ ଦେଇଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version