
ରଣପୁର ଶ୍ରୀମନ୍ଦିର ସ୍ନାନବେଦୀ ରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ତିନି ଠାକୁର । କୋଭିଡ୍ ସ୍ଥିତି ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥିବା ବେଳେ ଭକ୍ତଙ୍କ ଦର୍ଶନ ରେ ଲାଗିଛି କଟକଣା

