ବନ୍ଦ କାର୍‌ ଭିତରେ ଚାଲିଥିଲା ରୋମାନ୍ସ, ବାଜୁଥିଲେ ମ୍ୟୁଜିକ୍‌ : ଧରାପଡିଗଲେ ଅଭିନେତ୍ରୀ ଓ ସାମ୍ବାଦିକ, ଆଉ ତା’ପରେ…

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାର) ଭୁବନେଶ୍ୱର :- ମ୍ୟୁଜିକ୍‌ର ତାଳେ ତାଳେ ଚାଲିଥିଲା ରୋମାନ୍ସ । ଡାକିଲେ ବି ସେମାନଙ୍କୁ କିଛି ଶୁଭିନଥିଲା । ଗାଡି ଭିତରେ ଚାଲିଥିଲା ରୋମାନ୍ସ । ସମୟ ରାତି ପ୍ରାୟ ୩ଟା । ଇନଫୋସିଟି ଚନ୍ଦକା ଶିଳ୍ପାଞ୍ଚଳ ରାସ୍ତାରେ ଠିଆ ହୋଇଥିଲା ଏକ ନାଲି ରଙ୍ଗର କାର, ଏବଂ କାର ଭିତରେ ଥିଲେ ପ୍ରେମୀଯୁଗଳ । କାର୍ ଭିତରେ ଥିଲେ ଜଣେ ଅଭିନେତ୍ରୀଙ୍କ ସହ ଜଣେ ସାମ୍ବାଦିକ । ବେଶି ନାଁ କରା ଅଭିନେତ୍ରୀ ନହେଲେ ବି ନୂଆ ନୂଆ ଆଲବମରେ ଅଭିନୟ କରୁଛନ୍ତି ।

ସାମ୍ବାଦିକ ଜଣଙ୍କ ଏତେ ଜଣା ଶୁଣା ନହେଲେ ବି ଏକ ନ୍ୟୁଜ୍‌ ପୋର୍ଟାଲରେ କାମ କରୁଛନ୍ତି । ଗାଡି ଭିତରେ ଚାଲିଥିଲା ରୋମାନ୍ସ । ଯେତେବେଳେ ପିସିଆର ଭ୍ୟାନ ଆସି ସେଠାରେ ପହଞ୍ଚିଲା ସେମାନଙ୍କର ଚେତା ପସିଥିଲା । ଅସଞ୍ଜତ ଅବସ୍ଥାରେ କାର ଭିତରୁ ବାହାରିଥିଲେ ପ୍ରେମୀଯୁଗଳ । ଭୁଲ ମାଗି ଘରକୁ ଯାଇଥିଲେ l ଖବର ଅନୁଯାୟୀ,  ସହର ସାରା ଚକ୍କର ମାରିବା ପରେ ସେଠାରେ ପହଞ୍ଚିଥିଲେ ଅଭିନେତ୍ରୀ  ଓ ସାମ୍ବାଦିକ । ଶୁନ୍‌ଶାନ୍‌ ଅନ୍ଧାର ରାସ୍ତା ହୋଇଥିବାରୁ ଗଛ ମୂଳରେ ଗାଡି ଲଗାଇ ଡୋର ବନ୍ଦ କରି ଦେଇଥିଲେ । କାର୍ ଭିତରେ ଚାଲିଥିଲା ରୋମାନ୍ସ

Exit mobile version