ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ପାଟଣାଗଡ଼ :- ସରକାର ଶିକ୍ଷା କ୍ଷେତ୍ରରେ ଶିକ୍ଷା ର ବିକାଶ ସାଙ୍ଗକୁ ଭିତ୍ତି ଭୂମୀ ର ଉନ୍ନତି କରିବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅତି ନିମ୍ନ ମାନର ନିର୍ମାଣ ଯୋଗୁଁ ଅତି ରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେହେଁ ଗୋଟିଏ ବର୍ଷ ନପୁରୁଣୁ ଛାତ ଭୁଷୁଡି ପଡ଼ିଥିବା ସୂଚନା ମିଳିଛି ।
