ବହୁ ପ୍ରତୀକ୍ଷିତ ରାସ୍ତା କାର୍ଯ୍ୟ ଆରମ୍ଭ।

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁନ୍‌ ସୋମବାରଜଟଣୀ :- ଜଟଣୀ ପୈାରାଞ୍ଚଳ ମହୁଲି ଗୁଡ଼ିଆ ଛକ ଠାରୁ ଆଖଣ୍ଡଳମଣି ପର୍ଯ୍ୟନ୍ତ ରୋଡ଼ କାମ ଆରମ୍ଭ ହେଲା ଏଥିରେ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ତାଙ୍କ ଟିମଙ୍କ ଉପସ୍ଥିତି ରେ ଆରମ୍ଭ ହେଲା 

ନଡ଼ିଆ ଭାଙ୍ଗି ଶୁଭ ଦେଇଥିଲେ ପୂର୍ବତନ ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ ଏବଂ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, କଳିଙ୍ଗ କୁମାର ସାହୁ, ସୂର୍ଯ୍ୟକାନ୍ତ ବଳିଆରସିଂହ ପ୍ରମୁଖ । (ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ)

Exit mobile version