୨୫୨ ଟି ପରିବାରକୁ REALS ସଂସ୍ଥା ତରଫରୁ ରିଲିଫ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ରାୟଗଡ଼ :- ରାୟଗଡ଼ ରବିବାର ରାୟଗଡ଼ ବ୍ଳକ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମପଞ୍ଚାୟତର ପାଚିଡିଆ, ଗ୍ରାମର ପ୍ରାୟ – ୨୫୨ ଟି ପରିବାରକୁ REALS ସଂସ୍ଥା ତରଫରୁ covid 19 ସକାଶେ ରିଲିଫ ( Nutritions Gift Bags ) ବଣ୍ଟନ କରାଯାଇଥିଲା । ଏଥିରେ ଗୋଟିଏ ପରିବାରକୁ ଅଣ୍ଡା ୬୦ଟି, ତେଲ ୧ ଲିଟର, ଅଟା ୧ କିଲୋଗ୍ରାମ, ସାବୁନ ୨, ଆଳୁ ୨ କିଲୋଗ୍ରାମ, ପିଆଜ ୧ କିଲୋଗ୍ରାମ, ଡାଲି ୧ କିଲୋଗ୍ରାମ, ଚଣା ୧ କିଲୋଗ୍ରାମ, ବିରିଜାଇ ୧ କିଲୋଗ୍ରାମ,

ଖଜୁରା ୧ କିଲୋଗ୍ରାମ, ମାସ୍କ ୪ଟି, Sanitizer ଇତ୍ଯାଦି ପାରଦ କରାଯାଇଥିଲା । ଏଥିରେ ଗଙ୍ଗାବାଡ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ, V.S. ସାମଲ ସାର୍, Forest. ଉଦାନି ମହାନ୍ତି, reals program Directions ଶ୍ରୀ ଲକ୍ଷ୍ମୀ ପାଣିଗ୍ରାହୀ ଯୋଗ ଦେଇ ଜିନିଷ ଗୁଡିକ ବଣ୍ଟନ କରିଥିଲେ। ସାମାଜିକ ଦୂରତାକୁ ବଜାଇ ରଖି କାର୍ଯ୍ୟକ୍ରମକୁ Reals ର କ୍ଷେତ୍ର ସଂଯୋଜକ ମହେଶ୍ୱର ପାଇକ/ ଗୁରୁନାଥ ଭୂୟାଁ, ରାଜେଶନାଗ, ଜୟଚନ୍ଦ୍ର ଭୂୟାଁ, ସକୁନ୍ତଳା ଶବର, ସୁଜତା ଶବର ପରିଚାଳନା କରିଥିଲେ । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version