ରବିନାରାୟଣ ମହାପାତ୍ରଙ୍କୁ ଚାନ୍ଦପୁର ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍‌ ଶନିବାର ) ଚାନ୍ଦପୁର :- ଏକଦା ରାଜ୍ୟର ସର୍ବବୃହତ ଯକ୍ଷ୍ମା ଚିକିତ୍ସାଳୟ ନୟାଗଡ଼ଜିଲ୍ଲାର ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟନିବାସ ଆଜିର ଦିନରେ ନିମ୍ହାନସ ହେବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି ।  ଯାହାକି ଖୁବଶୀଘ୍ର ସାକାର ହେବାକୁ ଯାଉଛି ।

ଏହି ମସ୍ତିଷ୍କଶଲ୍ଯଆଉ ଗବେଷଣାକେନ୍ଦ୍ରପାଇଁ ମାନ୍ୟବରମୁଖ୍ୟମନ୍ତ୍ରୀ ଓଡ଼ିଶା ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ରଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି l ବାରଆସୋସିଏସନ ସଭାପତି ସୂର୍ଯ୍ୟ ନାରାମ୍ଭଣମହାପା ଚାନ୍ଦପୁର ବରିଷ୍ଠ ନାଗରିକ ସଭାପତି ଧନେଶ୍ଵର ଅଗ୍ରୱ୍ୱାଲ ବରିଷ୍ଠ ସାମାଜିକ କର୍ମୀ ସୁରେଶ ମିଶ୍ର ଓ ମନୋଜ ଦାସ ପ୍ରମୁଖ ଏହା ଜଣାଇଛନ୍ତି ।

Exit mobile version