ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର ) ବାଙ୍କୀ :- ଆଜି ଅଂଶୁପା ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଗଗନ ବେହେରା ଙ୍କ ନେତୃତ୍ୱରେ ବାଙ୍କୀ ବ୍ଲକ ମାଳବିହାରପୁର ଗ୍ରାମରେ କରୋନl ସଚେତନତା ସହ ଗ୍ରାମର କରନା ଆକ୍ରାନ୍ତ ସଂଖ୍ୟା ଅଧିକ ଚିହ୍ନଟ ହୋଇଥିବା ଜେନା ସାହି ସମିତ ଅନ୍ୟ ସାହି ବିଶୋଧନ କର ଯାଇଥିଲା ।
ଗ୍ରାମର ଅଧିକାଂଶ ଲୋକଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ କ୍ଲବ ର ଉପଦେଷ୍ଟା ଦିବ୍ୟାଲୋଚନ ସ୍ୱାଇଁ ,ସଭାପତି ପାପୁନି ଭଞ୍ଜ,କାହୁଁ ଜେନା,ତୁଷାର ସେଠୀ,ଗୌତମ ବେହେରା ଙ୍କ ସହିତ କ୍ଲବ ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ରହି ଲୋକମାନଙ୍କୁ କରୋନl ସଚେତନତା ର ବାର୍ତ୍ତା ଦେବାସହ ସାନି ଟାଇଜର କରିଥିଲେ ।(ରିପୋର୍ଟ :ଗୌତମ ମିଶ୍ର )
