ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଙ୍କ ବିୟୋଗ ରେ ଶୋକ ପ୍ରକାଶ କଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ବାଙ୍କୀ :- ବାଙ୍କୀ ବ୍ଲକ ୩୬ନମ୍ବର ସରଣ୍ଡା ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ପଣ୍ଡା ଙ୍କ ଆଜି ୭୬ବର୍ଷ ବୟସ ରେ ନିଜ ଗ୍ରାମ ସୁବର୍ଣ୍ଣ ପୁର ଠାରେ ବିୟୋଗ ହୋଇଛି । ସ୍ବର୍ଗତ ପଣ୍ଡା ଙ୍କ ବିୟୋଗ ରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରି ତାଙ୍କ ଆତ୍ମା ର ଶାନ୍ତି ପାଇଁ ଏକ ମିନିଟ ନିରବ ପାର୍ଥନା କରିଥିଲେ ।

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ର ପୂର୍ବତନ ସଭାପତି ସୁବାସ ପାଢ଼ୀ, ସମବାୟବିତ ଗତି କୃଷ୍ଣ ସ୍ବାଇଁ ମଧ୍ୟ ଶ୍ରୀମତୀ ପଣ୍ଡା ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ଶକ୍ତି ଦେବାକୁ ମା ଚର୍ଚ୍ଚିକା ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର )

Exit mobile version