ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂର୍ବତନ ଉପଦେଷ୍ଟାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ନୟାଗଡ଼ :- ସାର୍ବଜନୀନ ଦୁର୍ଗା ପୂଜାକମିଟି, ନୟାଗଡ଼ ତରଫରୁ ଇଂ ବାନାମ୍ବର ଖଟେଇଙ୍କ ପରଲୋକରେ ନୟାଗଡ଼ ଦୁର୍ଗାପୂଜା ମଣ୍ଡପ ଠାରେ ସମ୍ପାଦକ ତଥା ଆଇନଜୀବୀ ସୁମନ କୁମାର ସାହୁଙ୍କ ଆବାହକତ୍ୱରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସାହିତ୍ୟ ସ୍ରଷ୍ଟା ନିର୍ମଳ ଚନ୍ଦ୍ର ସୁରଦେଓ, ଶିକ୍ଷ୍ୟାବିତ ତଥା ବୁଦ୍ଧିଜୀବୀ ନିରଞ୍ଜନ ମିଶ୍ର,

ଭବ ରଞ୍ଜନ ଦାସ, ପ୍ରଦୀପ ସାହୁ,ବିଭୁ ପ୍ରସାଦ ହୋତା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଖଟେଇଙ୍କ ସ୍ମୁର୍ତି ଚାରଣ କୋଭିଡ ଆଇନ ଅନୁଯାୟୀ କରିଥିଲେ  ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂର୍ବତନ ଉପଦେଷ୍ଟାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ  (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ )

Exit mobile version