ବାଙ୍କୀ ର କାର୍ଯ୍ୟରତ ସାମ୍ବାଦିକ ଙ୍କୁ କିଟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ବାଙ୍କୀ :- ରାଜ୍ୟ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଦୈତ୍ୟ ଫାଉଣ୍ଡେସନ୍ ଓ ଭାରତ ମସଲା ସହଯୋଗ ରେ ବାଙ୍କୀ ର କାର୍ଯ୍ୟ ରତ ସାମ୍ବାଦିକ ଙ୍କୁ କିଟ ବଣ୍ଟନ।ବାଙ୍କୀ ପୃତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣ ରେ କୋଭିଡ କଟକଣା ରେ ଅଦୈତ୍ୟ ଫାଉଣ୍ଡେସନ୍ ର ମହାସଚିବ ସମାଜସେବୀ ନଳୀନ ରାୟ ବାଙ୍କୀ ରେ କାର୍ଯ୍ୟ ରତ ଛାପା, ବୈଦୁତିକ ଓ ସାମାଜିକ ଗଣ ମାଧ୍ୟମ ର ୪୦ ଜଣ ସାମ୍ବାଦିକ ଙ୍କୁ ଭାରତ ମସଲା ପ୍ରଦତ୍ତ ମସଲା କିଟ ପ୍ରଦାନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ବାଙ୍କୀ ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା,ସମ୍ପାଦକ ସୁବାସ ପାଢ଼ୀ, ଉପସଭାପତି ସମରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ସାମ୍ବାଦିକ ଗୌରାଙ୍ଗ ବେହେରା, ବିଭୁ ପ୍ରସାଦ ସାମଲ, ଅରବିନ୍ଦ ହରିଚନ୍ଦନ, ଗୌତମ ମିଶ୍ର, ଅଶୋକ ରଣା, ଅନନ୍ତ ରଣା,ସତ୍ୟବ୍ରତ ଦାସ,ଶୁଭେନ୍ଦୁ ମହାପାତ୍ର,

ପୂର୍ଣ୍ଣ ଚନ୍ଦ୍ର ସାହୁ, ସଞ୍ଜୀବ ନାୟକ,ମନୋଜ ଦଳେଇ, କାଁହୁ ବେହେରା, ଆଶିଷ ମହାପାତ୍ର, ଯୁଧିଷ୍ଠିର କୁଣ୍ଡୁ,ପ୍ରତାପ କୁମାର ନାୟକ, ମାନସ କୁମାର ସାହୁ,ପ୍ରଶାନ୍ତ କୁମାର ପଲେଇ, ପ୍ରଦୀପ ଜେନା,ତାପସ ଜେନା ଙ୍କ ସମିତ ସାମ୍ବାଦିକ ମାନେ କୋଭିଡ କଟକଣା ରେ ଯୋଗ ଦେଇ ଥିଲେ।ଅଦୈତ୍ୟ ଫାଉଣ୍ଡେସନ୍ ର ଉପଦେଷ୍ଟା ଆଇନଜୀବି ତାପସ କୁମାରଦ୍ଵିବେଦୀ ଆଜିର ବଣ୍ଟନ କାର୍ଯ୍ୟକ୍ରମ ରେ କରୋନା ସମୟରେ ସାମ୍ବାଦିକ ଙ୍କ ଭୁମିକା କୁ ପ୍ରଶଂସା କରିଥିଲେ।ପ୍ରେସ କ୍ଲବ ର ସଭାପତି ବଳଭଦ୍ର ପଣ୍ଡା ଶ୍ରୀନଳୀନ ରାୟ ଙ୍କୁ ଧନ୍ୟବାଦ ଦେଇ କହିଥିଲେ ବାଙ୍କୀ ସାମ୍ବାଦିକ ଙ୍କ ପ୍ରତି ଶ୍ରୀରାୟ ଭଲପାଇବା ନିଆରା ଗତ ବର୍ଷ କରୋନା ର ପ୍ରଥମ ଲହର ଓ ଆଜି କରୋନା ର ଦୂତୀୟ ଲହର ରେ ସେ ନିଜ ଚେଷ୍ଟା ରେ ଉପହାର ବଣ୍ଟନ କରିଥିବା ବସ୍ତବିକ ସ୍ୱାଗତ ଯୋଗ୍ୟ(ରିପୋର୍ଟ :ଗୌତମ ମିଶ୍ର)

Exit mobile version