ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଏବଂ ରାଧାମୋହନ ସମ୍ଭବ ସହ ଜଡ଼ିତ ହେବା ପରେ ଅସମ୍ଭବ କୁ ସମ୍ଭଵରେ ପରିଣତ କରିବାକୁ ଲାଗିଲେ । ଖାଲି ପଡିଥିବା ଜମିରେ ଜୈବିକ ଚାଷ କରି ପରିବର୍ତ୍ତନ ଆଣିଥିଲେ ରାଧାମୋହନ । ପୂର୍ବରୁ ରାଜ୍ୟର ସୂଚନା କମିଶନର ଭାବେ ଦାୟିତ୍ଵ ତୁଲାଇଛନ୍ତି । ସେହିପରି ଜଣେ ଶିକ୍ଷାବିତ , ସମାଜକର୍ମୀ ଓ ପରିବେଶବିତ୍ ଭାବରେ ଜଣାଶୁଣା ଥିଲେ ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ
by
Proprietor Abhimanyu Maharana
June 10, 2026
ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ : ବୈଠକରେ ଯୋଗଦେବେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
by
Proprietor Abhimanyu Maharana
June 10, 2026
ଆନ୍ତର୍ଜାତିକ ଅଭିଲେଖାଗାର ଦିବସ
by
Proprietor Abhimanyu Maharana
June 9, 2026
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ ହଜିବା ଘଟଣା : ଅଭିଯୋଗ ଆଣିଲେ ଅରୁଣ
by
Proprietor Abhimanyu Maharana
June 9, 2026
ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି କରି ଜନତାଙ୍କୁ ଶୋଷଣ କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି
by
Proprietor Abhimanyu Maharana
June 9, 2026
ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁମନ ଦିଦିଙ୍କ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
June 9, 2026