ପୁରୀ ( ଓଡିଶା ତାଜା ନ୍ୟୁଜ୍ ) ପୁରୀ 17.3.2020 :- ପୁରୀ କୋଡ଼ିଭ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ତାଙ୍କର ପୁରା ପରିବାର ପଞ୍ଜୀକରଣ କରିଛନ୍ତି । ଆମେରିକାରୁ ଫେରିବା ପରେ ନିଜ ଆଡ଼ୁ ତଥ୍ୟ ଦେଇଛନ୍ତି ଗଜପତି । ଏନେଇ ୧୪ଦିନ ଭୁବନେଶ୍ୱର ବାସଭବନରେ ସ୍ୱତନ୍ତ୍ର ନିରୀକ୍ଷଣରେ ରହିବେ । ଗତ ରବିବାର ଆମେରିକାରୁ ଭୁବନେଶ୍ୱର ଫେରିଥିଲେ ଗଜପତି ମହାରାଜ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଜ ଆଡ଼ୁ ସରକାରଙ୍କୁ ତଥ୍ୟ ଦେଇଛନ୍ତି । ଗତକାଲି ସରକାର ବାହାରୁ ଆସିଥିଲେ କୋଡ଼ିଭ-୧୯ ପଞ୍ଜୀକରଣ ପୋର୍ଟାଲରେ ନିଜର ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଥିଲେ । କରୋନା ସତର୍କତାକୁ ନେଇ ଏହିପରି ପଦକ୍ଷେପ ନିଆଯାଇଥିଲା ।
ପୁରୀ ଗଜପତି ମହାରାଜା ନିଜ ପରିବାର ସହ ନିଜ ଘରେ 14ଦିନ ପାଇଁ “ହୋମ ଆଇସୋ ଲେସନ”ରେ ରହିବେ

- Categories: Uncategorized, ଓଡ଼ିଶା, ଜୀବନଚର୍ଯ୍ୟା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026