ଭୁବନେଶ୍ୱର,ଲୋକସେବା ଭବନ (ଓଡିଶାତାଜାନ୍ୟୁଜ୍ ) ପ୍ରେସ ଲାଉଞ୍ଚ 17.3.2020 :- ଲୋକସେବା ଭବନର ପ୍ରେସ ଲାଉଞ୍ଚରେ ହାତ ଧୁଆ ସଚେତନତା କାର୍ଯ୍ୟକ୍ରମରେ ଶପଥ ,ସଂପ୍ରତି ବିଶ୍ଵ ବ୍ୟାପି କରୋନା ରୋଗ ର ମୁକାବିଲା ପାଇଁ ତଥା ବ୍ୟାପକ ସଚେତନତା ସୃଷ୍ଟି କରି ଆସୁଥିବା ସାମ୍ବାଦିକ ମାନେ ନିଜେ ମଧ୍ୟ ସଚେତନ ହୋଇଛନ୍ତି । ଲୋକସେବା ଭବନର ପ୍ରେସ ଲଞ୍ଚ ଠାରେ କାର୍ଯ୍ୟରତ ଲୋକସେବା ଭବନ ସାମ୍ବାଦିକ ସଂଘ ମାନେ ଏକତ୍ରିତ ହୋଇ ସାମୁହିକ ହାତ ଧୋଇଛନ୍ତି ଘନ ଘନ ସାବୁନ ରେ ହାତ ଧୋଇଲେ କରୋନା ଭୟ ରହିବ ନାହିଁ ବୋଲି ପ୍ରଚାର କରିବାକୁ ସାମ୍ବାଦିକ ମାନେ କରିଥିଲେ । ସାମ୍ବାଦିକ ବିଜୟ କୁମାର ପରିଡା ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ , ଜୀମୂତ ମଙ୍ଗରାଜ, ବୈ ଷ୍ନବ ଜେନା , ବିବେକ ଜେନା , ସଂଜୟ ପ୍ରଧାନ , ସୁରେଶ କର , କିଶୋର ମଙ୍ଗରାଜ , ଗଜେନ୍ଦ୍ର ବେହେରା ,ବିରୁପାକ୍ଷ ତ୍ରିପାଠୀ, ଦେବେନ୍ଦ୍ର ସୁଆର, ଉମେଶ ସାମନ୍ତରାୟ, ଅଭିନାଶ ମିଶ୍ର , ଅଭିମନ୍ୟୁ ମହାରଣା, ବଳରାମ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।
ଲୋକସେବା ଭବନର ପ୍ରେସ ଲାଉଞ୍ଚରେ ହାତ ଧୁଆ ସଚେତନତା କାର୍ଯ୍ୟକ୍ରମରେ ଶପଥ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026