ସ୍ବର୍ଗୀୟ ଶ୍ରୀମତୀ ତାପସି ମାଝୀ ଙ୍କୁ ବିଜୁ ଜନତା ଦଳ ତରଫରୁ ଆମର ଆତ୍ମା ର ସତଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରାର୍ଥନା

ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) ଝରିଗାଁ :- ଆଜି ଆମ ସମସ୍ତଙ୍କ ପ୍ରିୟ ଆମ ଜିଲ୍ଲାର ଗୌରବ ମାନ୍ୟବାର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଙ୍କ ସହଧର୍ମୀଣୀ ସ୍ବର୍ଗୀୟ ଶ୍ରୀମତୀ ତାପସି ମାଝୀ ଙ୍କ ସପ୍ତମ ଶ୍ରାର୍ଦ୍ଧ ବାର୍ଷିକୀ ଉପଲକ୍ଷେ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆମର ଆତ୍ମା ର ସତଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛୁ

Exit mobile version