ବରଗଡ଼ ଜିଲ୍ଲା ରେ ଆଜି ୨୫୩ ସଂକ୍ରମିତ ସୁସ୍ଥ ହେଲେ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ଆଜି ସୁଦ୍ଧା ୨୮୫୯୭ ଜଣ କୋଭିଡ ୧୯ ରେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।

ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୨୬୮୨୬ ସୁସ୍ଥ ହୋଇଥିବା ବେଳେ ୨୭୧୯ ଜଣ ଘରେ ଓ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଜିଲ୍ଲାରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଆଜି ଜିଲ୍ଲା ରେ ୧୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୩ ସୁସ୍ଥ ହୋଇଛନ୍ତି।

Exit mobile version