ଦଶପଲ୍ଲା ବିଧାୟକ ଓ ଜିଲ୍ଲାପାଳ ଙ୍କ କରକମାଳରେ ଶୁଭାରମ୍ଭ ହୋଇ ଗଡିଲା ରାଜସ୍ୱ ରଥ

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ତହସିଲ କାର୍ଯ୍ୟାଳୟ ଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଙ୍କ କରକମଳରେ ଶୁଭାରମ୍ଭ ହୋଇ ଗଡିଲା ରାଜସ୍ବ ରଥ ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ,ଦଶପଲ୍ଲା ତହସିଲଦାର ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version