ଲକ୍‌ଡାଉନ୍‌ ରାତିରେ ଚାଲୁଥିଲା ଧଳାଜହର ଧନ୍ଦା

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଜଳେଶ୍ୱର :- ଲକ୍‌ଡାଉନ୍‌ ରାତିରେ ଚାଲୁଥିଲା ଧଳାଜହର ଧନ୍ଦା ।  ଜଳେଶ୍ୱରରୁ ୨ କେଜିରୁ ଅଧିକ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ STF ।  ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କା ହେବ ।

ବ୍ରାଉନସୁଗାର ବିକିବାକୁ ଜଗିଥିବାବେଳେ ଗ୍ରାହକ ବେଶରେ ମାଡିବସିଲା କ୍ରାଇମବ୍ରାଞ୍ଚ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଟିମ୍‌ ।  ଧଳାଜହର କେଉଁଠୁ ଆସିଥିଲା ଓ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଖୋଳତାଡ ଚାଲିଛି  ।

Exit mobile version