କେନ୍ଦୁ ପତ୍ର ତୋଳାଳି ଡିଗ୍ରୀ ଧାରି ଯୁବକ ଆଶିଷ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପଦ୍ମପୁର  :- ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଯୁବାଖୋଲ ଗ୍ରାମ ର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରୀ ଧାରି ଯୁବକ । ଲକ ଡାଉନ୍ ସମୟରେ ପତ୍ର ତୋଲୁ ଥିଵାର ଦେଖିବାକୁ ମିଲିଛି । ଦୁଇ ପଇସା ରୋଜଗାର ପାଇଁ ।ସରକାର ଚାକିରି ଵି ଦେଉନାହାନ୍ତି । ଖାଲି କେଵଲ ଭାଷଣ ଦେଇଛନ୍ତି ।

ଆଶିଷ ଭଲିଆ ଡିଗ୍ରୀ ଧାର ଅନେକ ବେକାରୀ ବୁଲୁଛନ୍ତି । କିଛି କାମ ଧନ୍ଦା ନ ପାଇଁ। ଏଇଆ ଜାଣିବା କଥା ଯେ ରାଜ୍ୟ ସରକାର। ପିଲା ମାନେ ଚାକୀର ନ ପାଇଁ ଅନ୍ୟ ଆଡେ ଦାଦାନ ଖଟି ଯାଉଛନ୍ତି। ଏମିତ ଡିଗ୍ରୀ ଧାରୀ ମାନଙ୍କର ବ୍ୟବସ୍ଥା କରାଯାଉ ସାଧାରଣ ଜନତା ଦାଵୀ ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version