ମୋହନା ମା ମାଣିକେଶ୍ଵରୀ ସାହିର ଶିକ୍ଷକଙ୍କ ଘର ସମ୍ମୁଖରୁ ୫ ଫୁଟିଆ ତମ୍ବା ନାଗ ସାପ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ପାରଳାଖେମୁଣ୍ଡି :- ମୋହନା ମା’ମାଣିକେଶ୍ଵରୀ ମନ୍ଦିର ସାହିରେ ରହୁଥିବା ଜନୈକ ଶିକ୍ଷକଙ୍କ ଘର ସମ୍ମୁଖରୁ ଏକ ୫ ଫୁଟିଆ ତମ୍ବା ରଙ୍ଗର ନାଗ ସାପକୁ ସ୍ଥାନୀୟ ବନାଞ୍ଚଳରେ କାର୍ଯ୍ୟରତ ଏଣ୍ଟିସ୍ମ୍ର ଗଲିଙ୍ଗ ସ୍କ୍ବାର୍ଡ଼ର କର୍ମଚାରୀ କେଦାରନାଥ ବେହେରା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନାଗସାପଟିକୁ ଉଦ୍ଧାର କରିଥିଲେ । ତାପରେ ତାକୁ ନେଇ ୧୮ନଳା ନିକଟରେ ରହିଥିବା ଜଙ୍ଗଲରେ ଛାଡିଦେଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version