ପାରଳାଖେମୁଣ୍ଡି ସହରର କଲେଜ ଛକ ଠାରେ ପୋଲିସ ର କଡା କଡ଼ି ଯାଞ୍ଚ ଅମାନିଆଙ୍କ ଠାରୁ ଜରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର )ପାରଳାଖେମୁଣ୍ଡି :- ଆଜି ସଟ୍ ଡାଉନ୍ ଚାଲିଥିବା ବେଳେ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବିଭିନ୍ନ ଛକରେ କଡା କଡ଼ି ଯାଞ୍ଚ ଚାଲିଥିବା ବେଳେ କେତକ ଅମାନିଆ ବିନା କାମରେ ମୋଟର ସାଇକେଲରେ ସହରରେ ବୁଲୁଥିବା ବେଳେ କଲେଜ ଛକ ଠାରେ ପାରଳାଖେମୁଣ୍ଡି ପୋଲିସ ହାବୁଡରେ ପଡିଥିଲେ l

ଆଜି ସଟ୍ ଡାଉନ୍ ଥିବାରୁ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଏମାନେ ବିନାପାସ ଓ ବିନାକାମରେ ମୋଟର ସାଇକେଲ ଧରି ଘରୁ ବାହାରିବା ମହଙ୍ଗା ପଡ଼ିଛି l ଧରାପଡ଼ିଥିବା ସମସ୍ତ ଙ୍କ ଜରିମାନା ଆଦାୟ କରାଯାଇ ରସିଦ ଦେଇ ଛାଡି ଥିଲେ l  (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version