ମସ୍କାବାରୀ ଗ୍ରାମ – କଣ୍ଟେନମେଣ୍ଟ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୩୦ ମଇ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗୁଡିକରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି  ।  ପାରାଢ଼ିପି ପଞ୍ଚାୟତ ମସ୍କା ବାରୀ ଗ୍ରାମରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

ଗୋଷ୍ଠୀ ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ମସ୍କାବାରୀ ଗ୍ରାମ କୁ କଣ୍ଟେମେଣ୍ଟ ଘୋଷଣା କରିଛନ୍ତି ।  (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version