ମା ମଙ୍ଗଳା ଆଦର୍ଶ ଯୁବପରିଷଦ ଆଯୋଜକବରଫୁଟ ପଂଚାୟତ ପଥୁରୀପଡ଼ା ଗ୍ରାମର ଆଦର୍ଶ ଯୁବକ ଙ୍କ ଅକାଳ ବିୟୋଗ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ମା ମଙ୍ଗଳା ଆଦର୍ଶ ଯୁବପରିଷଦ ଆଯୋଜକବରଫୁଟ ପଂଚାୟତ ପଥୁରୀପଡ଼ା ଗ୍ରାମର ଆଦର୍ଶ ଯୁବକ ଙ୍କ ଅକାଳ ବିୟୋଗ. ଏକାଦଶାହ ଯୋଗ ଦେଲେ ସମାଜ ସେବି ଜୟକୃଷ୍ଣ ମିଶ୍ର. ତ୍ରିନାଥ ବେହେରା. ସୋମନାଥ ଖଟୁଆ. ସଂଚାଳନ କଲେ ସୋମନାଥ ଖଟୁଆ. ଆୟୋଜକ ମା ମଙ୍ଗଳା ଯୁବ ପରିଷଦ ପକ୍ଷରୁ ଆଦର୍ଶ ଯୁବକଙ୍କ ଏକଦଶାହରେ ସ୍ମୁତି ଚାରଣ ସଭା ଅନୁଷ୍ଠିତ.

ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକର୍ତା ମଧ୍ୟାରେ ରହିଥିଲେ ନକୁଳ କୁମାର ମିଶ୍ର. ସୁରେଶ ଚନ୍ଦ୍ର ପରିଡା. ଚନ୍ଦ୍ର ମଣି ଦେହୁରୀ. ଗୁରୁ ବାରି ଦାସ. ମାନସ ରଂଜନ ଦେହୁରୀ ଅଶୋକ କୁମାର ଦେହୁରୀ ସନ୍ତୋଷ ପରିଡା ବିଜୟ ଦେହୁରୀ ପ୍ରମୁଖ ଯୋଗ ଦାନ କରିଥିଲେ. (ରିପୋର୍ଟ : ଗୌତମ ମିଶ୍ର)

Exit mobile version