୨୩ ତାରିଖ ଆମେ ବିଗତ ବର୍ଷ2019 ଏହି ଦିନରେ ଆମେ ପାଳିଥିଲୁ ବିଜୟ ଉତ୍ସଵ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ଝରିଗାଁ :- ଆଜି ମେ ୨୩ ତାରିଖ ଆମେ ବିଗତ ବର୍ଷ2019 ଏହି ଦିନରେ ଆମେ ପାଳିଥିଲୁ ବିଜୟ ଉତ୍ସଵ । ଆଉ ଆମେ ପାଇଥିଲୁ ଆମ ପ୍ରିୟ ନେତାଦ୍ୱୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକ ଭାବରେ । ଯାହା ଆପଣମାନଙ୍କ ସହଯୋଗ ଓ ଆଶୀର୍ବାଦ ବିନା ସମ୍ଭବ ନଥିଲା ।

ଏହି ସମ୍ପର୍କ ଅତୁଟ ରହିବା ସହ ଆପଣଙ୍କ ଆଶୀର୍ବାଦ କାମନା କରୁଛି ,ବିଜୁ ଜନତା ଦଳ ଚନ୍ଦାହାଣ୍ଡି ,ଆଜିର ଏଭଳି ଅଭୁଲା ଦିନରେ ଜଗତର ନାଥ ଜଗନ୍ନାଥଙ୍କ ପାଖେ ପ୍ରାଥନା କରୁଛୁ ଯେ ଆପଣ ଙ୍କୁ ଅହୁରି ଶକ୍ତି ଏବଂ ସମର୍ଥନ ,ଭଲପାଇବା ସଶକ୍ତ ହୋଉ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସୁଖ ଦୁଃଖରେ ସମ ଭାଗୀ ହୁଅନ୍ତୁ

Exit mobile version