ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ କୁଶପଙ୍ଗି ଗ୍ରାମପଂଚାୟତ ଘାସିପୁଟ ଠାରେ ସ୍ଥାପିତ କୋଭିଡ କେୟାର ସେଣ୍ଟରରେ ୩୨ଜଣ କରୋନା ସଂକ୍ରମିତ ରହିଛନ୍ତି । ଆଜି ସମସ୍ତ ସଂକ୍ରମିତମାନଙ୍କୁ କୁଶପଙ୍ଗି ଗ୍ରାମ ପଂଚାୟତ ସରପଂଚଙ୍କ ପ୍ରତିନିଧି ତଥା ଡମପଡ଼ା ବ୍ଲକ ଯୁବ
