ଦଶପଲ୍ଲା ଥାନା ପୁଲିସ୍ ଦ୍ଵାରା ; ବିପୁଳ ପରିମାଣରେ ଦେଶୀ ମଦ ସହ ବାଇକ୍ ଜବତ

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ ଶନିବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ପୁଲିସ୍ ଦ୍ଵାରା ବିପୁଳ ପରିମାଣ ରେ ଦେଶୀ ମଦ ସହ ବାଇକ୍ ଜବତ କରାଯାଇଛି।କୌଣସି ମତେ ସୂଚନା ପାଇଁ ଦଶପଲ୍ଲା ଥାନା ସବ୍ ଇନିସ ପେକ୍ଟର ଚକ୍ରଧର ସିଂ ଓ ଅନ୍ୟ

ପୁଲିସ୍ କର୍ମଚାରୀ ଚଢ଼ାଉ କରି ଦଶପଲ୍ଲା ବ୍ଲକ୍ ମଧୁପୁର ଗ୍ରାମ ର ସନ୍ତୋଷ କୁମାର ମୁଦୁଲି ଙ୍କ ଠାରୁ ଦେଶୀ ମଦ ଜବତ କରିବା ସହ ବାଇକ୍ ଜବତ କରି ଗିରଫ କରାଯାଇଥିବା ଜଣା ପଡିଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version