ଭିକ୍ଷାକାରୀ ମହାପାତ୍ର ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ନୟାଗଡ :- ନୟାଗଡ ଜିଲ୍ଲା ତଥା ବାହାରେ ଦୁଆରୀ ନାଚ କୁ ଲୋକପ୍ରିୟ କରିଥିବା ବିଶିଷ୍ଟ କଳାକାର ତଥା ସଫଳ ଚାଷୀ ଭିକ୍ଷକାରୀ ମହାପାତ୍ର ( ୮୫) ଙ୍କ ନିଜ ବାସ ଭବନ ଡ଼ିଆଁ ପଡ଼ା ରେ ପରଲୋକ ଘଟିଛି । ଭିକ୍ଷାକାରୀ ମହାପାତ୍ର ଙ୍କ ବିୟୋଗରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।    ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )

Exit mobile version