ରାୟଗଡ ବ୍ଲକ କାର୍ଯ୍ୟାଳୟରେ ନୂତନ ବ୍ଲକ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଲେ ରାଜା ରଞ୍ଜିତ ବଳ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ରାୟଗଡ଼ :-  ଗଜପତି ଜିଲ୍ଲା ରାୟଗଡ ବ୍ଲକ କାର୍ଯ୍ୟାଳୟରେ ନୂତନ (BDO) ବ୍ଲକ ଉନ୍ନୟନ ଅଧିକାରୀ ଭାବେ ରାଜା ରଞ୍ଜିତ ବଳ ଯୋଗ ଦେଇଛନ୍ତି l ରାୟଗଡ଼ ବ୍ଲକ ବାସୀଙ୍କୁ କୋରୋନା ମହାମାରୀ ବିଷୟରେ ସଚେତନା କରାଇବା ସହ ବ୍ଳକ ର ଉନ୍ନତି ମୂଳକ କାର୍ଯ୍ୟ କରାଜିବ ବୋଲି କହିଥିଲେ l

କିଛି ଦିନ ହବ ରାୟଗଡ଼ ବ୍ଲକ BDO ପଦବୀ ଖାଲି ପଡିଥିଲା ବର୍ତ୍ତମାନ ନୂତନ ବ୍ଲକ ଉନ୍ନୟନ ଅଧିକାରୀ ଯୋଗ ଦେବା ପରେ ରାୟଗଡ଼ ବ୍ଲକ ର ବିକାଶ ମୂଳକ କାର୍ଯ୍ୟ ହବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାୟଗଡ଼ ବ୍ଲକ ବାସୀ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version