ବାଙ୍କୀର ମା’ଚର୍ଚ୍ଚିକାଙ୍କ ପୀଠରେ ଅକ୍ଷୀତୃତୀୟା ପର୍ବ ଓ ଶ୍ରୀରଘୁନାଥ; ଶ୍ରୀରାମ ପୁରୁଷୋତ୍ତମଙ୍କ ପର୍ବ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :-ଆଜି ମା ଚର୍ଚ୍ଚିକାଙ୍କ ପୀଠରେ ଅକ୍ଷୟ ତୃତୀୟ ପର୍ବ ପାଳିତ ହେବା ସହ ପ୍ରଭୁ ଶ୍ରୀ ରରଘୁନାଥ ଓ ଶ୍ରୀରାମଙ୍କ ନବମୀ ପର୍ବ ପାଳନ ଆରମ୍ଭ ହୋଇଛି । ଏହି ପର୍ବ ୧୪ଦିନ ଚାଲିବ । ଏଥିରେ ସେମାୟତମାନେ ବ୍ରତ ପାଳନ କରିଥାନ୍ତି । ଏହ ବ୍ରତ କୋଭିଡ କଟକଣାକୁ ପାଳନ କରାଯାଇ ସୂଚାରୁ ରୂପେ ପାଳନ କରାଯାଉଛି ।

 ସେବାୟତ ବିଦ୍ୟାଧର ରଣା, ସୁଧୀର କୁମାର ରଣା, ବିଜୟ କୁମାର ରଣା, ଅନନ୍ତ ରଣା, ଅଶୋକ କୁମାର ରଣା, ସମୀର ରଣା, ବିଭୂପ୍ରସାଦ ମହାପାତ୍ର, ପ୍ରକାଶ ମହାପାତ୍ର, ବିକାଶ ମହାପାତ୍ର, ଅଶ୍ୱିନୀ ମହାପାତ୍ର, ମନୋଜ ରଣା, ସୁରେନ୍ ରଣା ପ୍ରମୁଖ ଏହି ବ୍ରତ ପାଳନ କରୁଛନ୍ତି ।

Exit mobile version