ତୁଳସୀପୁର ମଠ ସାହିରୁ ୫ଫୁଟ ଲମ୍ବର ନାଗସାପ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ବାଙ୍କୀ :-  ବାଙ୍କୀ ତୁଳସୀପୁର ମଠ ସାହିର ପ୍ରଭାତ ସାହୁଙ୍କ ବାସ ଭବନରେ ଥିବା ଧାନ ବସା ଟାଙ୍କୀରେ ଏକ ୫ଫୁଟର ନାଗ ସାପ ପଡି ସୁ ସୁ ଗର୍ଜନ କରି ଛଟପଟ ହେଉଥିଲା । ଏ ସଂପର୍କରେ ସେମାନେ ସ୍ନେକହେଲ୍ପଲାଇନର ସହାୟତା ଲୋଡିଥିଲେ ।

ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଂଯୋଜକ ଲଲିତମୋହନ ପଣ୍ଡା ଓ ସଦସ୍ୟ ଅମିତ୍ ସାହୁ ସେଠାରେ ପହଞ୍ଚ ସତର୍କତା ସହ ସାପଟିକୁ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ଛାଡିଦେଇଛନ୍ତି ।  (ରିପୋର୍ଟ – ଗୌତମ ମିଶ୍ର)

Exit mobile version