
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ଲେଖକ ସ୍ତମ୍ଭକାର ଡ଼. ଜୀମୂତ ମଙ୍ଗରାଜ ୩ୟ ପିଏଚଡି ଲାଭ କରିଛନ୍ତି । ସମାଜସେବାରେ ଏହି ପିଏଚ.ଡି. ତାଙ୍କୁ ଦକ୍ଷିଣ ଆଫ୍ରିକା ସେଣ୍ଟ୍ରାଲ ଖ୍ରୀଷ୍ଟିଆନ ୟୁନିଭରସିଟି ମାଲାୱା ତରଫରୁ ପ୍ରଦାନ କରାଯାଇଛି । ପୂର୍ବରୁ ଡକ୍ଟର.ମଙ୍ଗରାଜ ସାମ୍ବାଦିକତାରେ ପିଏଚ.ଡି. ଲାଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଗଣଯୋଗାଯୋଗ ରେ ୨ୟ ପିଏଚ.ଡି. କରିଥିଲେ ।

