ଅକ୍ଷୟ ତୃତୀୟାରେ ଘରେ ସୁରକ୍ଷିତ ରହି , ଅନ୍‌ଲାଇନ୍‌ରେ ସୁନା କିଣନ୍ତୁ

 

 www. sencogoldanddiamonds.com ସମ୍ପୂର୍ଣ୍ଣ ଗହଣା ବର୍ଗମାଳା ଉପଲବ୍ଧ

 ଆକର୍ଷଣୀୟ ଫ୍ଲେକ୍ସି ସୁନା ଦାମ୍ ପାଇଁ ଅଗ୍ରୀମ ଅନ୍‌ଲାଇନ୍ ବୁକିଂ ସୁବିଧା

 ଗହଣା ଲାଗି ଅନ୍‌ଲାଇନ୍ ଭର୍ଚୁଆଲ୍ ଟ୍ରାଏଲ୍‌

 କିଣିବା ସାମଗ୍ରୀର ହୋମ୍ ଡେଲିଭରି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ମଇ ବୁଧବାର )ଭୁବନେଶ୍ୱର :-  ଉତ୍ସବ ଗୁଡ଼ିକ ହେଉଛି ଆଶା ଓ ଖୁସିର ଉତ୍ସ, ଆମକୁ ପରିବାର ଓ ବନ୍ଧୁଙ୍କ ସହ ଯୋଡ଼ିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଓ ଦୈନନ୍ଦୀନ ଜୀବନରୁ ଆମକୁ କିଛିଟା ଅଲଗା ସମୟ ଦେଇଥାଏ ଓ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ମୁହୂର୍ତକୁ ମନେ ପକାଇବା ଲାଗି ଏହା ଆମକୁ କିଛିଟା ପ୍ରେରଣା ପ୍ରଦାନ କରିଥାଏ । ଏଥର ଅକ୍ଷୟ ତୃତୀୟା ଓ ଇଦ୍ ଗୋଟିଏ ଦିନରେ ପଡ଼ୁଥିବାରୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଗ୍ରାହକମାନଙ୍କୁ ଘରେ ସୁରକ୍ଷିତ ରହି ଗହଣା କିଣିବା ସହ ଏହି ଉତ୍ସବ ପାଳନ କରିବା ଲାଗି ଉତ୍ସାହିତ କରୁଛି । ଅଗ୍ରୀମ ବୁକିଙ୍ଗ ଉପରେ ଆମେ ପ୍ରତି ଗ୍ରାମ୍‌ରେ ୨୦୦ ଟଙ୍କା ଓ ହୀରା ଗହଣା ଗଢ଼ା ମୂଲ୍ୟରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛୁ । ଅଗ୍ରୀମ ବୁକିଙ୍ଗ୍‌ରେ ଆମେ ସୁନା ଦାମ୍ ସର୍ବନିମ୍ନ ସ୍ତରରେ ଥିବାକୁ ନିଶ୍ଚିତ କରୁଛୁ ।ଗ୍ରାହକ ମାନେ ସୁନା କଏନ୍‌, ବାର୍ ଓ ଗହଣାକୁ www. sencogoldanddiamonds.com ରୁ କିଣିପାରିବେ । ପଶ୍ଚିମବଂଗ, ଆସାମ ଓ ତ୍ରିପୁରାରେ ଏବଂ ଅନ୍ୟ କିଛି ରାଜ୍ୟରେ ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ଷ୍ଟୋର୍ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ଭିଡିଓ କଲିଂ, ଇ-କାଟେଲଗ୍‌କୁ ବ୍ରାଉଜିଂ, ଭର୍ଚୁଆଲ ଟ୍ରାଏଲ୍ ରୁମ୍ ଓ ହୋମ୍‌ ଡେଲିଭରି ଭଳି ବ୍ୟବସ୍ଥା ଜରିଆରେ ମଧ୍ୟ ଆମେ କିଣାକିଣି ସୁବିଧା ପ୍ରଦାନ କରୁଛୁ ।

Exit mobile version