କୋରାଇ ବ୍ଲକ (ଓଡିଶା ତାଜା ନ୍ୟୁଜ୍ ) କୋରାଇ 4.3. 2020 ରିଖ :- କୋରାଇ ବ୍ଲକ ଅନ୍ତର୍ଗତ ତାରାକୋଟ ସ୍ଥିତ ବିଶିଷ୍ଟ ଗାଳ୍ପିକ ପ୍ରଭାତ ସିହ୍ନାଙ୍କୁ ‘କଥା କଳିକା ଓ ‘ସମ୍ବାଦ କଳିକା’ ମିଡିଆ ହାଉସ ପକ୍ଷରୁ ଚଳିତବର୍ଷ ପାଇଁ କର୍ମବୀର ‘ଗୌରୀ ଶଙ୍କର ସ୍ମୃତି ପୁରସ୍କାର’ ପ୍ରଦାନ କରିଯିବ । ଏହା ଚଳିତମାସ ୯ତାରିଖ ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀ ଠାରେ ଅନୁଷ୍ଠାନର ୫ମ ବାର୍ଷକି ଉତ୍ସବରେ ଗାଳ୍ପିକ ଶ୍ରୀ ସିହ୍ନାଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର, ଅଙ୍ଗବସ୍ତ୍ର ସହ ନଗଦ ୨୫ହଜାର ଟଙ୍କାର ଅର୍ଥରାଶି ପ୍ରାଦନ କରାଯିବ ବୋଲି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଂପାଦକ ଦୁର୍ଗାଚରଣ ଷଡଙ୍ଗୀ ସୂଚନା ଦେଇଛନ୍ତି । ‘କଥା କଳିକା’ କଳେବରରେ ଏକାଧିକ ଗଳ୍ପ ପ୍ରକାଶ ପାଇଥିଲା ବେଳେ ଶ୍ରୀ ସିହ୍ନାରଙ୍କ ୪ଟି ଗଳ୍ପ ସଙ୍କଳନ ପ୍ରକାଶିତ ସହ ଶତାଧିକ ଗଳ୍ପ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ପୁରସ୍କାର ଖବର ବିଭିନ୍ନ
ଗାଳ୍ପିକ ପ୍ରଭାତ ସିହ୍ନାଙ୍କୁ ‘ଗୌରିଶଙ୍କର ରାୟ ସ୍ମୃତି ପୁରସ୍କାର ;

- Categories: Uncategorized, ଓଡ଼ିଶା, ହୋମ୍
Related Content
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ
by
Proprietor Abhimanyu Maharana
March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ
by
Proprietor Abhimanyu Maharana
March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
by
Proprietor Abhimanyu Maharana
March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ
by
Proprietor Abhimanyu Maharana
March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ
by
Proprietor Abhimanyu Maharana
March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
March 10, 2026