ଉଦଳା ସବ୍‌ଜେଲ୍‌ରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ଉଦଳା :- ଉଦଳା ସବ୍‌ଜେଲ୍‌ରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ , ଗତକାଲି ୭୬ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା, ସେଥିରୁ ୨୧ ପଜିଟିଭ ଚିହ୍ନଟ ନେଇ ଉଦଳା NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା,ପଜିଟିଭ୍ ଚିହ୍ନଟ ପରେ ଜେଲ୍‌କୁ ସାନିଟାଇଜ କଲା ଉଦଳା ଏନ୍‌ଏସି

Exit mobile version