କୋଭିଡ ସ୍ଥିତିକୁ କିପରି ସୁଦୃଢ଼ କରା ଯାଇ ପାରିବ, ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ – ବିଧାୟକ ସାରାଦା ପ୍ରସାଦ ନାୟକଙ୍କ ସହ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ରାଉରକେଲା :- ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସୁନ୍ଦରଗଡ, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ଗସ୍ତ ସମୟରେ କୋଭିଡ ସ୍ଥିତିକୁ କିପରି ସୁଦୃଢ଼ କରା ଯାଇ ପାରିବ ସେ ବିଷୟରେ ରାଉରକେଲା ବିଧାୟକ ସାରାଦା ପ୍ରସାଦ ନାୟକଙ୍କ ସହ ଆଲୋଚନା କରିଥିଲେ ।

Exit mobile version