ମାହାଙ୍ଗା କଟକ ( ଓଡିଶା ତାଜା ନ୍ୟୁଜ୍ ) ଗୋପାଳ ପୁର ପଂଚାୟତ 04/02/20:-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁର୍ବାଞ୍ଚଳ ଗୋପାଳ ପୁର ପଂଚାୟତର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟେଶ ଉଇ କେନ ପକ୍ଷରୁ ଜଣେ କିଡ଼ନୀ ରୋଗ ପୀଡିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଭଦ୍ରେଶ୍ୱର ପଂଚାୟତ ଗୋବିନ୍ଦପୁର ଗ୍ରାମର କିଡ଼ନୀ ରୋଗରେ ପୀଡିତ ଜିତେନ୍ଦ୍ର କୁମାର ନନ୍ଦ ଙ୍କ ବାସଗୃହ କୁ ୟେଶ ଉଇ କେନ ର କର୍ମକର୍ତ୍ତା ମାନେ ଯାଇ ତାଙ୍କର ଚିକିତ୍ସା ପାଇଁ 30 ହଜାର ଟଙ୍କାର ଚେକ ସହାୟତା ରାଶି ପ୍ରଦାନ କରିଚନ୍ତି, ଗରିବ ଦୁସ୍ଥ ଅସହାୟ ଲୋକ ମାନଙ୍କୁ ଏହି ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗର ହାତ ବଢ଼ୁଥିବାରୁ ଏହାକୁ ସାଧାରଣରେ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିବା ସହ ଅସହାୟ ଓ ଅର୍ଥୀକ ଅନଗ୍ରସର ରୋଗୀମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସ୍ଵଛଳବର୍ଗର ଯୁବପିଢ଼ି ଓ ସ୍ବେଛାସେବୀ ଅନୁଷ୍ଠାନ ମାନେ ଆଗେଇଆସି କାର୍ଯ୍ୟ କରିବାକୁ ନିବେଦନ କରିଚନ୍ତି, – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ
କିଡ଼ନୀ ରୋଗୀକୁ ୟେଶ ଉଇ କେନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ
by
Proprietor Abhimanyu Maharana
March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ
by
Proprietor Abhimanyu Maharana
March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
by
Proprietor Abhimanyu Maharana
March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ
by
Proprietor Abhimanyu Maharana
March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ
by
Proprietor Abhimanyu Maharana
March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
March 10, 2026