ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ ସାମ୍ବାଦିକ ମାନେ ଗଭୀର କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରୁଛୁ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ନୟାଗଡ :- ନୟାଗଡର ସାମ୍ବାଦିକମାନେ କୋଭିଡ ଟୀକା ସାମ୍ବାଦିକ ଭବନରେ ନେଲେ,ଏଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ମାନେ ଗଭୀର କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରୁଛୁ  (ରାମକୃଷ୍ଣ ରଥ, ନୟାଗଡ)

Exit mobile version