ଲକଡାଉନରେ ନୂଆ ବ୍ୟବସ୍ଥା, ଘରକୁ ଯାଇ ଏତଲା ଆଣିବ ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ ( ୦୪ ମେ , ମଙ୍ଗଳବାର ) ଭୁବନେଶ୍ୱର  :–  ଲକଡାଉନ ସମୟରେ ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ଏମିତି ଏକ ବିଶେଷ ବ୍ୟବସ୍ଥା କାରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ଶ୍ରୀ ଦାସଙ୍କ ଅନୁଯାୟୀ 100 ନମ୍ବରକୁ କଲ କରି ସମ୍ପୃକ୍ତ ଆଇଆଇଆସିଙ୍କୁ ଏବାବଦରେ ଜଣାଇ ପାରିବେ । ଚୋରି, ଡକାୟତି କିମ୍ବା ଅନ୍ୟକିଛି ଅଘଟଣ ଘଟିଥିଲେ ଫୋନକୁ କଲ କରି ଜଣାଇବେ ।

Exit mobile version