କଣାସ ଜଙ୍କିଆ ଅଂଚଳରୁ ମିଳିଛି ଶିଶୁ – ନାମ ସୁସଂକେତ ସାହୁ

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର ) ଭୁବନେଶ୍ୱର :- Child Name- Susanketa Sahoo @ Raja, male/ age 8yrs, Mother-kabita Sahoo, Father-Bikash Sahoo, Maternal grandfather-Jagua khatua, Address– Unknown…

ଏହି ଶିଶୁଟିର ନାମ ସୁସଂକେତ ସାହୁ, ଡାକ ନାମ ରାଜା ଅଟେ. ସେ ଗତ 19/4/2021 ତାରିଖ ଠାରୁ କଣାସ ଜଙ୍କିଆ ଅଂଚଳରୁ ମିଳିଛି. ବର୍ତମାନ ସେ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହିଅଛି. ସେ ତା ବାପଙ୍କ ନାମ ବିକାଶ ସାହୁ ଏବଂ ମାଙ୍କ ନାମ କବିତା ବୋଲି କହୁଛି. ଅନ୍ୟ ଘର ଠିକଣା କହିପାରୁ ନାହିଁ. ଆପଣକୁ ଅନୁରୋଧ ଯଦି ତାର ଘର ଠିକଣା ମିଳେ ତେବେ ଫୋନ ନମ୍ବର.. 9937097081 ରେ ଯୋଗାଯୋଗ କରିବାକୁ ଅନୁରୋଧ.

Exit mobile version