କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର

ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) କଟକ :- କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର । କଟକ ମହାନଗର ଅଞ୍ଚଳରେ କୋଭିଡ ସଂକ୍ରମଣ ବୁଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ସିଏମ୍‌ସି ଅଞ୍ଚଳରେ କୋଭିଡ ରୋଗୀଙ୍କ ଚିକିତ୍ସା ଓ ମୁକାବିଲାରେ ଏହି ଅର୍ଥ ବିନିଯୋଗ ହେବ । (ରଶ୍ମିମିତା ମହାପ୍ରତ୍ର ରିପୋର୍ଟ)

Exit mobile version